Swapna
ବର୍ଷା ~ ତିନୋଟି କବିତା
ବର୍ଷା ~ ତିନୋଟି କବିତା
ଶୁଭେନ୍ଦୁ ମହାନ୍ତି
୧୯/୦୫/୨୦୧୪
ଅପରାହ୍ଣ ୦୪:୩୦ ଘଟିକା
କିଶୋର (୧)ଆଜିଆଉ ନାହିଁ ଅଙ୍କ ଆଉ ଶବ୍ଦ ମାନଙ୍କର ଭିଡ,ନାହିଁ ଆଜି ଡର କା ରାଗ ତମ ତମ ଚାହାଣି ର,ଖାଲି ଗୋଟେ ଦରଭଙ୍ଗା ଛତା ର ବାହାନାଆଜି,ମନ ଖୋଲି ଦଉଡିବି, |
ଭିଖାରୁଣୀ( Odia Poetry – The old beggar woman)
ଭିଖାରୁଣୀ
ଶୁଭେନ୍ଦୁ ମହାନ୍ତି
୨୮/୦୪/୨୦୧୪
ଚାଲୁଛି ଏଇମିତି କାଇଁ
କେବେଠୁ ମୁଁ ହିସାବ ରଖିନି
କେତେ ଦିନ ଆଉ କେତେ ରାତି
ପାଦ ତଳେ ମୋ ଯାଏ ବିତି
ଛାତି ତଳ କୋହ ମୋର
କେତେ ଆଉ ଲୁଚେଇବି
କେତେ ଆଉ ଲୁହ ରେ
Make peace with life
The journey I started some three months back is still what I call just the beginning. Not sure where it would lead me, if at all it would lead me anywhere. But this is the story I felt, saw and almost lived on a rainy afternoon, sitting at my office desk staring at a blank computer screen.
Yes, it is the story I wanted to share with you all, my first-ever short novel/novella, titled “The Fifth Palmtree”.
Read More
