ଭିଖାରୁଣୀ( Odia Poetry – The old beggar woman) ଭିଖାରୁଣୀ ଶୁଭେନ୍ଦୁ ମହାନ୍ତି ୨୮/୦୪/୨୦୧୪ ଚାଲୁଛି ଏଇମିତି କାଇଁ କେବେଠୁ ମୁଁ ହିସାବ ରଖିନି କେତେ ଦିନ ଆଉ କେତେ ରାତି ପାଦ ତଳେ ମୋ ଯାଏ ବିତି ଛାତି ତଳ କୋହ ମୋର କେତେ ଆଉ ଲୁଚେଇବି କେତେ ଆଉ ଲୁହ ରେ Read More