ବର୍ଷା ~ ତିନୋଟି କବିତା

ବର୍ଷା ~ ତିନୋଟି କବିତା

ଶୁଭେନ୍ଦୁ ମହାନ୍ତି

୧୯/୦୫/୨୦୧୪

ଅପରାହ୍ଣ ୦୪:୩୦ ଘଟିକା

କିଶୋର (୧)

ଆଜି

ଆଉ ନାହିଁ ଅଙ୍କ ଆଉ ଶବ୍ଦ ମାନଙ୍କର ଭିଡ,

ନାହିଁ ଆଜି ଡର କା ରାଗ ତମ ତମ ଚାହାଣି ର,

ଖାଲି ଗୋଟେ ଦରଭଙ୍ଗା ଛତା ର ବାହାନା

ଆଜି,

ମନ ଖୋଲି ଦଉଡିବି,

Read More