ପ୍ରତୀକ୍ଷା ଶୁଭେନ୍ଦୁ ମହାନ୍ତି ୨୦/୦୭/୨୦୧୭ ଝୁରିମରେ ଆଜି କେତେ ଯେ ଅସରା ରାତି , ମୋ ଆଖିଲୁହେ ଯାଏ ଭିଜି କେତେ ଯେ ଅକୁହା କୋହ , ମୋ ଅନ୍ତରେ ଯାଏ ହଜି ଅନନ୍ତ ଏକ ପ୍ରତୀକ୍ଷାରେ , ତୋ ବାଟ ଚାହିଁ ସାଜି ତୋ ଅଭିସାରିକା ବସିଛି ମୁଁ ହାତ ମେଲାଇ . . . Read More