ପ୍ରତୀକ୍ଷା

 

 

 

sundew-1045495_960_720

 

ଶୁଭେନ୍ଦୁ ମହାନ୍ତି

୨୦/୦୭/୨୦୧୭

ଝୁରିମରେ ଆଜି

କେତେ ଯେ ଅସରା ରାତି , ମୋ ଆଖିଲୁହେ ଯାଏ ଭିଜି

କେତେ ଯେ ଅକୁହା କୋହ , ମୋ ଅନ୍ତରେ ଯାଏ ହଜି

ଅନନ୍ତ ଏକ ପ୍ରତୀକ୍ଷାରେ , ତୋ ବାଟ ଚାହିଁ

ସାଜି ତୋ ଅଭିସାରିକା

ବସିଛି ମୁଁ ହାତ ମେଲାଇ . . . Read More